The Ultimate Managed Hosting Platform
ADVERTISEMENT

ଚିନ୍ତା ବଢାଉଛି ଡେଙ୍ଗୁ, ଚାନ୍ଦବାଲିରେ ୫ ରୋଗୀ ଚିହ୍ନଟ

Facebook
Twitter
LinkedIn

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓ ଏନଏସିରେ ଏବେ ଡେଙ୍ଗୁ ରୋହୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋଟେ ସପ୍ତାହରେ ୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏ ନେଇ ଚାନ୍ଦବାଲି ମେଡିକାଲ ଅଫିସର ସୂଚନା ଦେଇଛନ୍ତି । ଚଳିତ ମାସ ୧୯ ତାରିଖରେ ବଡ ଓୃିଆ ଗାଁରେ ଜଣେ ରୋଗୀ ପରେ ୨୩ ରେ ଏନଏସିର ୩ ନମ୍ବର ୱାର୍ଡ ଓ ଶ୍ୟାମସୁନ୍ଦର ପୁରରେ ୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ସେହିଭଳି ମତୋ ଠାରେ ଘରୋଇ ପାଥୋଲ୍ୟାବରେ ଗତକାଲି ଦୁଇ ଜଣଙ୍କର ରକ୍ତ ପରୀକ୍ଷାରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିବଆଗ ଚିନ୍ତାରେ ପଡିଛି । ଅନ୍ୟପଟେ ଡେଙ୍ଗୁ ଯେପରି ନ ବ୍ୟାପିବ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ପ୍ରଶାସନ ସଜାଗ ରହିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login