The Ultimate Managed Hosting Platform
ADVERTISEMENT

ଚାଷୀଙ୍କୁ ଦଳିଦେଲା ଦନ୍ତା

Facebook
Twitter
LinkedIn

ଦେବଗଡ : ଚାଷ ଜମିରେ ଚାଷୀଙ୍କୁ ଦଳିଦେଲା ଦନ୍ତା । କୁଣ୍ଢେତଗୋଳା ବନାଞ୍ଚଳ ପଳସମା ସେକ୍ସନ ଉଟୁଣିଆ ଗାଁରେ ଘଟିଛି ଅଘଟଣ । ଧାନ କାଟିବା ପାଇଁ ବିଲକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ।
ଅନ୍ୟପଟେ ଜଙ୍ଗଲରେ ଯୁବକଙ୍କୁ କଚାଡି ମାରିଲା ଦନ୍ତା ହାତୀ । ବଣାଇ ପୋଡାଗୋଠ ଜଙ୍ଗଲକୁ ଶିଆଳି ଲଟା ପାଇଁ ଯାଇଥିବା ବେଳେ ଦନ୍ତାର ଶିକାର ହୋଇଛନ୍ତି ଯୁବକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login