କେନ୍ଦ୍ରାପଡା : ଚାଷ ବିଲ ଦେଥି ଚାଷୀର ମୃତ୍ୟୁ ଅଭିଯୋଗ । ଡେରାବିଶ ବ୍ଲକ ସନ୍ଥପୁରା ଗାଁରେ ଚାଷୀ ମୃତ୍ୟୁ ଅଭିଯୋଗ । ଧାନ ଫସଲରେ ପାଣି ପଶିବା ଦେଖି ହୃଦଘାତରେ ମୃତ୍ୟୁ ଅଭିଯୋଗ । ୭ ଏକର ଜମିରେ ଲକ୍ଷାଧିକ ଖର୍ଚ୍ଚ କରି ଧାନ ଫସଲ କରିଥିଲେ । ଘରକୁ ଫେରିବା ପରେ ହୃଦଘାତ ହୋଇଥିବା ପରିବାରର ଅଭିଯୋଗ ।
ପୁଷ ମାସର ଅଦିନିଆ ବର୍ଷା ଦେଇଛି ଚାଷୀଙ୍କ ମନରେ ଦୁଃଖ । ଆଉ କେଇଟା ଦିନରେ ଚାଷୀ କଟା ଧାନକୁ ଖଳାକୁ ଆଣି ଅମଳ କରିଥାନ୍ତା । କିନ୍ତୁ ଅଦିନିଆ ବର୍ଷା ଚାଷୀର ବର୍ଷକର ଭାତ ହାଣ୍ଡିକୁ ଉଜାଡି ଦେଇଛି । ପୁଷ ମାସରେ ଲଗାଣ ବର୍ଷା ହେଲେ ଚାଷୀଙ୍କ କ୍ଷେତରେ ଥିବା ଫସଲକୁ କ୍ଷତି ପହଞ୍ଚେ । ଆଜି ଏହି ଲୋକ କଥାଟି ସତ୍ୟ ପ୍ରମାଣିତ ହୋଇଛି । ଜମିରେ କେଉଁଠି ଧାନ ବନ୍ଧା ହୋଇ ଜମିରେ ପଡିଛି ତ ଆଉ କେଉଁ ଜମିରେ ଧାନ କଟା ନ ହୋଇ ପଡ଼ିରହିଛି । ଚାଷୀଙ୍କ କଟା ଧାନରେ ପାଣି ପଶିଯାଇଛି । ଚାଷୀ ପାଣିରୁ କଟା ଧାନକୁ ଉପରକୁ ଶୁଖାଇବାକୁ ଆଣିଲା ବେଳେ ତାହାସବୁ ଗଜସ ହୋଇଗଲାଣି । ଯାହାକୁ ଦେଖିବା ପରେ ଚାଷୀଙ୍କ ହୋସ ଉଡ଼ିଗଲାଣି । କେମିତି ପରିବାର ପେଟକୁ ବର୍ଷକର ଆହାର ଦେବେ ସେ ଚିନ୍ତାରେ ଚାଷୀଙ୍କ ଆଖିରୁ ନିଦ ହଜିଗଲାଣି ।
ଚାଷ ବିଲ ଦେଖି ଚାଷୀର ଚାଲିଗଲା ଜୀବନ !
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







