The Ultimate Managed Hosting Platform
ADVERTISEMENT

ଚଳିତବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା

Facebook
Twitter
LinkedIn

ଭୁବନେଶ୍ୱର: କଲବଲ କରଛି ତାତି । ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହେଲେଣି ଲୋକେ । ଚଳିତବର୍ଷର ତାପମାତ୍ରାରେ ଆଜି ରେକର୍ଡ ସୃଷ୍ଟି କରିଛି ବାରିପଦା ସହର । ପ୍ରଥମ ଥର ପାଇଁ ବାରିପଦାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଏହା ଚଳିତବର୍ଷର ସର୍ବାଧିକ ତାପମାତ୍ରା ଭାବେ ରେକର୍ଡ ହୋଇଛି । ଏ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟର ଅନ୍ୟ କିଛି ସହରରେ ତାପମାତ୍ରା ୪୦ ପାଖାପାଖି ପହଞ୍ଚିଛି । କିନ୍ତୁ ବାରିପଦାରେ ଅସହ୍ୟ ହୋଇଛି ଖରାର ପ୍ରକୋପ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login