The Ultimate Managed Hosting Platform
ADVERTISEMENT

ଚଳନ୍ତା ବାଇକରେ ଦମ୍ପତିଙ୍କୁ ଲୁଟିଲେ

Facebook
Twitter
LinkedIn

ଭୁବନେଶ୍ୱର : ଚଳନ୍ତା ବାଇକରେ ଦମ୍ପତିଙ୍କୁ ଲୁଟିଲେ । ପୁରୀ କେନାଲ ରୋଡରେ ଦମ୍ପତିଙ୍କ ଠାରୁ ଲୁଟ । ବାଇକରେ ଯାଉଥିବା ମହିଳାଙ୍କ ଠାରୁ ସୁନା ଚେନ ଝାମ୍ପିନେଲେ । ଚଳନ୍ତା ଗାଡିରୁ ପଡି ସ୍ୱାମୀ ସ୍ତ୍ରୀ ଆହତ । ୨ ଲୁଟେରା ଚମ୍ପଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login