ନୂଆଦିଲ୍ଲୀ : ଭାରତକୁ ଶୁଭେଚ୍ଛା ଜଣାଇଲେ ରୁଷିଆ ରାଷ୍ଟ୍ରପତି ପୁଟିନ । ଚନ୍ଦ୍ରୟାନ-୩ର ସଫଳତା ନେଇ ଶୁଭେଚ୍ଛା ଜଣାଇଲେ । ବିଜ୍ଞାନ ଓ ବୈଷୟିକ ବିଦ୍ୟାର ପ୍ରଗତି ହୋଇଛି ବୋଲି କହିଲେ । ରୁଷ କହିଛି , ଚନ୍ଦ୍ରର ଅଧ୍ୟୟନ ସମଗ୍ର ମାନବ ଜାତି ପାଇଁ ଗୁରୁତ୍ୱପୂର୍ଣ୍ଣ । ପୂର୍ବତନ ନାସା ବୈଜ୍ଞାନିକ ଥୋମାସ ଜୁର୍ବଚେନ ମଧ୍ୟ ଚନ୍ଦ୍ରଯାନ -୩ର ସଫଳତା ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ବ୍ରିଟେନ ଏବଂ ୟୁଏଇ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ।
Views: 99











