The Ultimate Managed Hosting Platform
ADVERTISEMENT

ଚନ୍ଦ୍ରଶେଖରଙ୍କୁ ବିଜେଡିରେ ନୂଆ ଦାୟିତ୍ୱ

Facebook
Twitter
LinkedIn

ଭୁବନେଶ୍ୱର : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି । ରାଜ୍ୟ ଉପସଭାପତି ସହ ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ନିଯୁକ୍ତି । ପ୍ରେସ ରିଲିଜ ଜାରି କରି ସୂଚନା ଦେଲା ବିଜେଡି । ଚନ୍ଦ୍ରଶେଖରଙ୍କ ନିଯୁକ୍ତିକୁ ମଞ୍ଜୁର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login