The Ultimate Managed Hosting Platform
ADVERTISEMENT

ଚନ୍ଦନପୁର ସୁନା ଲୁଟ, ୩ ଟିମ ଗଠନ

Facebook
Twitter
LinkedIn

ପୁରୀ : ଚନ୍ଦନପୁର ସମଯାଜପୁର ଓଭରବ୍ରିଜ ନିକଟରେ ଲୁଟ ଘଟଣା । ୩ଟି ଟିମ ଗଠନ କରି ଚନ୍ଦନପୁର ପୋଲିସ ତଦନ୍ତ କରୁଛି କହିଲେ ଏସପି । ଜୁଏଲାରୀ ମାଲିକଙ୍କ ନିକଟରୁ ୨ ଜଣ ଦୁବୁର୍ତ୍ତ ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟିଛନ୍ତି । କେତେ ପରମାଣର ସୁନା ରୁପା ଲୁଟ ହୋଇଛି ସ୍ପଷ୍ଟ ହୋଇନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login