ଭୁବନେଶ୍ୱର : ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ କୋଟିଆ ଗସ୍ତ ପ୍ରସଙ୍ଗ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ବାହିନୀପତି । ଆନ୍ଧ୍ର ମନ୍ତ୍ରୀ ଆସୁଥିବା ୨ ଦିନ ହେଲା ପ୍ରଚାର ହେଉଛି । ତାଙ୍କୁ ରୋକିବାକୁ କୋରାପୁଟ ପ୍ରଶାସନର ତତ୍ପରତା ନାହିଁ । ଏ ମାମଲାରେ ଓଡିଶା ସରକାର ହସ୍ତକ୍ଷେପ କରିବା ଉଚିତ । ଲୋକଙ୍କୁ ରିପୋର୍ଟ କାର୍ଡ ମାଗିବାକୁ ଆନ୍ଧ୍ର ସରକାର କିଏ ? ତେଣୁ ଆନ୍ଧ୍ର ଚକ୍ରାନ୍ତ କରୁଥିବା କହିଛନ୍ତି ବିଧାୟକ ତାରା ବାହିନୀପତି ।
Views: 67