The Ultimate Managed Hosting Platform
ADVERTISEMENT

ଚକା ଫାଟିବାରୁ ଟ୍ରକକୁ ପିଟିଲା ବସ

Facebook
Twitter
LinkedIn

ବାଲେଶ୍ୱର : ଚକା ଫାଟିବାରୁ ଟ୍ରକକୁ ପିଟିଲା ତୀର୍ଥଯାତ୍ରୀ ବସ । ଦୁର୍ଘଟଣାରେ ୧୫ ଆହତ । ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି । ୬୦ ନଂ ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ଦୁର୍ଘଟଣା । ପୁରୀରୁ ପଶ୍ଚିମବଙ୍ଗ ଫେରୁଥିଲା ବସ । ବସରେ ଥିଲେ ୬୫ ଯାତ୍ରୀ । ସକାଳ ସମୟ ହୋଇଥିବାରୁ ଅନେକ ଯାତ୍ରୀ ସୋଇଥିଲେ । ହଠାତ୍ ବାଲେଶ୍ୱର ନିଧିପଣ୍ଡା ଛକରେ ବସର ଆଗ ଚକା ଫାଟିଯିବାରୁ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login