The Ultimate Managed Hosting Platform
ADVERTISEMENT

ଘୂର୍ଣ୍ଣବଳୟ ସକ୍ରିୟ, ବଢିବ ବର୍ଷା ; ୧୦ ଜିଲ୍ଲାରେ ବର୍ଷା

Facebook
Twitter
LinkedIn

ଭୁବନେଶ୍ୱର : ସ୍ୱାଭାବିକ ହେବ ମୈାସୁମୀ ବର୍ଷା । ୧୦ ଜିଲ୍ଲାର କିଛି କିଛି ଅଞ୍ଚଳରେ ଲାଗି ରହିଛି ବର୍ଷା । ମୟୁରଭଞ୍ଜ, ବାଲେଶ୍ୱର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , ଜଗତସିଂହପୁର , କଟକ , ଖୋର୍ଦ୍ଧାରେ ବର୍ଷା । ପୁରୀ ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ଲାଗି ରହିଛି ବର୍ଷା । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତ । ତେବେ ଆଜି ରାଜଧାନୀ ଭୁବନେଶ୍ୱର ସହ କଟକରେ ପ୍ରବଳ ବର୍ଷା ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login