ଭୁବନେଶ୍ୱର : ୨୧ ତାରିଖ ବଦଳରେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ସକାଳ ୯ଟା ୩୦ରେ ନିର୍ବାଚନ ହେବ । ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚାଯାଇଥିବା ସୂଚନା ମିଳିଛି । ୨୧ ତାରିଖରେ ହେବ ନାମାଙ୍କନ ଦାଖଲ । ସୂଚନା ଯୋଗ୍ୟ ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ରହିଛି ବାଚସ୍ପତି ପଦ। ତେବେ ଏହି ଦୌଡ଼ରେ ଅନେକ ନାମ ସାମିଲ ଥିବାବେଳେ ୨୨ ତାରିଖର ନିର୍ବାଚନକୁ ସମସ୍ତଙ୍କର ଅପେକ୍ଷା ।
Views: 83











