ବାରିପଦା : ଘାଟିରେ ଦୁର୍ଘଟଣା ଘଟି ୨ ବାଇକ ଆରୋହୀ ମୃତ । ଏନଏଚ ୪୯ ଦୁଆରଶୁଣୀ ଘାଟିରେ ଟ୍ରକ ବାଇକ ମୁହାଁମୁହିଁ ଧକ୍କା । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ସୂଚନା । ଦୁର୍ଘଟଣା ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ।
Views: 100
ବାରିପଦା : ଘାଟିରେ ଦୁର୍ଘଟଣା ଘଟି ୨ ବାଇକ ଆରୋହୀ ମୃତ । ଏନଏଚ ୪୯ ଦୁଆରଶୁଣୀ ଘାଟିରେ ଟ୍ରକ ବାଇକ ମୁହାଁମୁହିଁ ଧକ୍କା । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ସୂଚନା । ଦୁର୍ଘଟଣା ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ।
କଟକ : କଟକ ମୁଣ୍ଡଳୀ ବ୍ରିଜ ଉପରେ କାର ରଖି ଯୁବକ ନିଖୋଜ । ନିଖୋଜ ଯବକ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳର ସୂଚନା । ଗୋଡି ସାହି...
ବରଗଡ : ଏନଏଚ ୫୩ର ବାଇପାସ ରୋଡରେ କାର ଦୁର୍ଘଟଣା । ଡିଭାଇଡର ଉପରେ ମାଡିଗଲା କାର । ୩ ଜଣଙ୍କର ଚାଲିଗଲା ଜୀବନ । ୨...
ବ୍ରହ୍ମପୁର : ସାପ କାମୁଡାରେ ଅଜା-ନାତି ମୃତ । ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ଅଜାନାତି ଶେରଗଡ ଶବରପଲ୍ଲୀର ହୋଇଥିବା ସୂଚନା...
ହାଇଦ୍ରାବାଦ : ହାଇଦ୍ରାବାଦର କୋମପାଲିରେ ଓଡିଆ ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସ୍ୱାମୀ ଓଡିଶା ଆସିଥିବା ବେଳେ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ...