ମୁନିଗୁଡା : ଘର ଭିତରୁ ବୃଦ୍ଧଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଅମ୍ବାଦଳା ଥାନା ଷ୍ଟେସନ କୁମୁଡାବାଲି ଗାଁରେ ଘରୁ ଉଦ୍ଧାର ହୋଇଛି । ତେବେ ବୃଦ୍ଧଜଣଙ୍କ ଏକୁଟିଆ ରହୁଥିଲେ । କେମିତି ପୋଡି ହେଲେ ଅସ୍ପଷ୍ଟ ରହିଛି । ମୃତ ବୃଦ୍ଧା ଜଣଙ୍କ ହେଲେ ଅମ୍ବାଦଳା ଥାନା ଅମ୍ଲାଭଟା ପଞ୍ଚାୟତ ଷ୍ଟେସନ କୁମୁଡ଼ାବାଲି ଗ୍ରାମର ଚନ୍ଦନ ତୁଳା ଡଙ୍ଗରି। ଘଟଣା ସ୍ଥଳରେ ଅମ୍ବଦଳା ପୁଲିସ ଓ ବିଷମକଟକ ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି। କେଉଁ ପରିସ୍ଥିତିର ନିଆଁ ଲାଗିଲା ଓ ବୃଦ୍ଧା ଜଣଙ୍କର ପୋଡ଼ି ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି।
Views: 69











