The Ultimate Managed Hosting Platform
ADVERTISEMENT

ଘର ଭାଙ୍ଗିଲେ ହାତୀ ପଲ

Facebook
Twitter
LinkedIn

କେନ୍ଦୁଝର : ଗାଁରେ ପଶି ଘର ଭାଙ୍ଗିଲେ ହାତୀପଲ । ସଦର ରେଞ୍ଜ ଗୁହାଳଚଟୁଆଁ ଗାଁରେ ହାତୀପଲଙ୍କ ଉତ୍ପାତ । ସକାଳେ ଜଣଙ୍କ ଘର ଭାଙ୍ଗିଲେ ହାତୀପଲ ।ଅଳ୍ପକେ ବର୍ତ୍ତିଲେ ପରିବାର ଲାକେ । ୨ ଦିନ ହେବ ଗାଁରେ ଆତଙ୍କ ଖେଳାଉଛନ୍ତି ୧୮ ଟିକିଆ ହାତୀପଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login