The Ultimate Managed Hosting Platform
ADVERTISEMENT

ଗ୍ୟାସ କଟରରେ ଏଟିଏମ ମେସିନ କାଟି ଲୁଟିନେଲେ ଟଙ୍କା

Facebook
Twitter
LinkedIn

ସୋର : ଏଟିଏମରୁ ଲୁଟିନେଲେ । ଗ୍ୟାସ କଟରରେ ମେସିନ କାଟି ଲୁଟିନେଲେ ଦୁର୍ବୁତ୍ତ । ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି । ସୋର ଥାନା ବାଗୁଡ଼ି ଯୋଡ଼ାମ୍ବ ଛକରେ ଥିବା ଏସବିଆଇ ଏଟିଏମରୁ ହୋଇଛି ଲୁଟ ।ତେବେ ଲୁଟେରା ମାନେ ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ଏଟିଏମ ସଟର ଚାବିକୁ କାଟି ଭିତରକୁ ପଶିଥିଲେ । ଏହାପରେ ଲୁଟେରା ମାନେ ଏଟିଏମ କାଟି ଟଙ୍କା ଲୁଟ କରିନେଇଥିଲେ । ଲୋଟେରା ମାନେ ପୁଣି ସଟର ଟାଣି ଫେରାର ହୋଇଯାଇଥିଲେ । ତେବେ ଏଟିଏମରେ କେତେ ଟଙ୍କା ଥିଲା ଜଣାପଡ଼ିନାହିଁ ।ସୋର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login