The Ultimate Managed Hosting Platform
ADVERTISEMENT

ଗୁଣି ସନେ୍ଦହରେ ଟାଙ୍ଗିଆରେ ହାଣି ହତ୍ୟା

Facebook
Twitter
LinkedIn

ରେଢାଖୋଲ : ଗୁଣି ସନେ୍ଦହରେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । କିସିଣ୍ଡା ଥାନା ପାଣିଗୁରା ପଞ୍ଚାୟତ ଡିମିରିକୁଦା ଗାଁରେ ବୀଭତ୍ସ ହତ୍ୟା । ଘରେ ପଶି ଗାଁର ୪ ଜଣ ଟାଙ୍ଗିଆରେ ଆକ୍ରମଣ କରିଥିବା ସୂଚନା । ମୃତକ ହେଲେ ହରନାବେବି ଗାଁର ମଣିଚରଣ ସାହୁ । ଅଭିଯୋଗ ଅନୁଯାୟୀ, ୫୫ ବର୍ଷୀୟ ବୃଦ୍ଧ ମଣିଚରଣ ରାତିରେ ଶୋଇଥିବାବେଳେ ପଡୋଶୀ ଘର କବାଟ ଭାଙ୍ଗି ଅଜୁ ମହାରଣା ଓ ତାଙ୍କର ଦୁଇ ପୁଅ ଶାବଳରେ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ମଣିଚରଣ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କଟକ ମେଡିକାଲକୁ ନେଇଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରଥିଲେ। ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏତଲା ପରେ ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ। ଏଭଳି ଘଟଣା ସାରା ଅଂଚଳରେ ଆଲୋଡନ ସୃଷ୍ଟି କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login