The Ultimate Managed Hosting Platform
ADVERTISEMENT

ଗୁଡି ସୂତା ଲାଗି ଶିଶୁ ଗୁରୁତର

Facebook
Twitter
LinkedIn

ବାଲେଶ୍ୱର : ଗୁଡି ସୂତାରେ ବେକ କଟି ଶିଶୁପୁତ୍ର ଗୁରୁତର । ବାପା ସହ ବାଇକରେ ଯାଉଥିବା ବେଳେ ଲାଗିଗଲା ଗୁଡି ସୂତା । ୭ ବର୍ଷର ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ସଦର ଥାନା ନହରପାଟଣା ନିକଟରେ ଅଘଟଣ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login