ବ୍ୟୁରୋ : ଔଷଧୀୟ ଗୁଣରେ ଭରପୂର ଗୁଜୁରାତି । ଗୁଜୁରାତି ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ହଜମ ସମସ୍ୟାକୁ ଦୂର କରିଥାଏ ଗୁଜିରାତି । ପାଟିରେ ଘା’ ହୋଇଥିଲେ ମଧ୍ୟ ଗୁଜୁରାତି ଉପଶମ ଦେଇଥାଏ । ଏତିକି ନୁହେଁ ବରଂ ବ୍ଲଡ ସୁଗାର, ପାଟି ଦୁର୍ଗନ୍ଧ ଏବଂ ପେଟ ଜନିତ ସଂକ୍ରମଣଠାରୁ ଦୂରରେ ରଖିଥାଏ । ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଗୁଜୁରାତି ବେଷ୍ଟ ରିମେଡି ଭାବେ କାର୍ୟ୍ୟକାରୀ କରିଥାଏ । ତେଣୁ ଗୁଜୁରାତି ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ । ଏଥି ସହିତ କ୍ୟାନ୍ସର ରୋଗୀଙ୍କ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ । ଏହା ସହିତ ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ଚୋବାଇ ଖାଇଲେ ପେଟ ଫୁଲିବା, ଗ୍ୟାସ୍ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାକୁ ଉଜ୍ବଳ ତ୍ବଚା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ନିଦ ସମସ୍ୟାରେ ଉନ୍ନତି ଆଣିବା ପାଇଁ ରାତିରେ ଘୋଇବା ପୂର୍ବରୁ ଗୁଜୁରାତି ବ୍ୟବହାର କରିବା ଉଚିତ୍ । ଯାହା ଅନିଦ୍ରା ସମସ୍ୟାରୁ ଉପଶମ ଦେବା ପାଇଁ ଗୁଜୁରାତି ଖୁବ୍ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଆୟୁର୍ବେଦ ଅନୁଯାୟୀ ଗୁଜୁରାତି ମନକୁ ଆରାମ ଦେବାରେ ସହାୟକ କରିଥାଏ ।
ଗୁଜୁରାତିରେ ରହିଛି ଅନେକ ଔଷଧୀୟ ଗୁଣ, ଜାଣି ରଖନ୍ତୁ…
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











