ନୂଆଦିଲ୍ଲୀ : ଦିଲ୍ଲୀ ଲୋଦି ରୋଡ୍ ଶ୍ମଶାନ ଘାଟରେ ଗୀତା ମେହେଟ୍ଟାଙ୍କ ଶେଶକୃତ୍ୟ । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର । ମୁଖାଗ୍ନି ଦେଲେ ପୁଅ ଆଦିତ୍ୟ ସିଂ ମେହେଟ୍ଟା । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସମ୍ପନ୍ନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ମଶାନଘାଟରେ ଉପସ୍ଥିତା ବଡ ଭାଇ ପ୍ରେମ ପଟ୍ଟନାୟର ଓ ଅନ୍ୟ ଆତ୍ମୀୟ ସ୍ୱଜନ ଉପସ୍ଥିତ । ରାଜ୍ୟସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଉପସ୍ଥିତ । ଅନଙ୍ଗ ଉଦୟ ସିଂଦେଓ, ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ । ବିଜେଡିର ବହୁ ସାଂସଦ ଓ ନେତୃବୃନ୍ଦ ଶେଷକୃତ୍ୟରେ ସାମିଲ ।
Views: 73