The Ultimate Managed Hosting Platform
ADVERTISEMENT

ଗାଧୋଇବାକୁ ଯାଇ ଭାସିଗଲେ ୨ ସାଙ୍ଗ

Facebook
Twitter
LinkedIn

ବାଲିଗୁଡ଼ା: ଗାଧୋଇବାକୁ ଯାଇ ଭାସିଗଲେ ଦୁଇ ସାଙ୍ଗ । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ଅନ୍ତର୍ଗତ ଜୋଡାବାଲି ପଂଚାୟତର ଶ୍ରାଲିଗାଡି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଧୋଇବାକୁ ଯାଇ ଦୁଇ ସାଙ୍ଗ ନଦୀରେ ବୁଡ଼ି ଯାଇଛନ୍ତି। ଜଣେ ନିଖୋଜ ଥିବା ବେଳେ ଅନ୍ୟ ଜଣେ ଉଦ୍ଧାର ହୋଇଛନ୍ତି। ନିଖୋଜ ନାବାଳିକା ହେଲେ ଚାନ୍ଦିନୀ ମଳିକ। ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଦୁଇ ଜଣ ସାଙ୍ଗ ଗାଁ ପାଖ ଶ୍ରାଲି ନଦୀକୁ ଗାଧେଇବାକୁ ଯାଇଥିଲେ। କିନ୍ତୁ ସେମାନେ ଦୀର୍ଘ ସମୟ ପର୍ୟ୍ୟନ୍ତ ଆଉ ଫେରିନ ଥିଲେ। କିଛି ସମୟ ପରେ ପରିବାର ଲୋକେ ଖୋଜାଖୋଜି କରୁଥିବା ସମୟରେ ଜାଣିବାକୁ ପାଇଥିଲେ ଯେ ସେମାନଙ୍କର ଝିଅମାନେ ନଦୀରେ ଭାସିଯାଇ। ସାଙ୍ଗେ ସାଙ୍ଗେ କୋଟଗଡ଼ ଦମକଳ ବାହିନୀ ଖବର ଦେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login