ଜୟପୁର : ଜଙ୍ଗଲ ଛାଡି ଗାଁ ଭିତରେ ବୁଲୁଛନ୍ତି ୪ଟି ଭାଲୁ । ଜୟପୁର ବନାଞ୍ଚଳରେ ଭାଲୁ ଆତଙ୍କ । ନାକେଦମ ହେଲେଣି ଗ୍ରାମବାସୀ । ୩ରୁ ୪ ଦିନ ହେଲାଣି ୪ଟି ଭାରୁ ଜଙ୍ଗଲ ଛାଡି ଗାଁ ଓ ସହରାଞ୍ଚଳ ମୁହାଁ ହୋଇଛନ୍ତି । ଭାଲୁ ବୁଲୁଥିବାର ଖବର ପାଇ ପାଟ୍ରୋଲିଂ କରୁଛି ବନ ବିଭାଗ । ଗ୍ରାମବାସୀଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ରେଞ୍ଜର ।
Views: 76