The Ultimate Managed Hosting Platform
ADVERTISEMENT

ଗାଁ ମୁହାଁ ଆଉ ଏକ ବାଘ !

Facebook
Twitter
LinkedIn

ନୂଆପଡା : ସରୁନି ବାଘ ଆତଙ୍କ , ଗାଁ ମୁହାଁ ଆଉ ଏକ ବାଘ । ସଦରରେଞ୍ଜ ଧରମବନ୍ଧା ସେକ୍ସନ କୋଦପାଲି ଗାଁରେ ବାଘ ଆତଙ୍କ । ବାଘ ବୁଲୁଥିବା ଦେଖି ବନ ବିଭାଗକୁ ଖବର ଦେଲେ ଲୋକେ । ରାତିରେ ଗୋଟିଏ କଲରାପତରିଆ ବାଘକୁ ଧରିଥିଲା ବନ ବିଭାଗ । ବାଘକୁ ନୂଆପଡ଼ା ବନବିଭାଗ କାର୍ୟ୍ୟାଳୟରେ ରଖାଯାଇଛି। ଆଜି ବାଘର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଗାଁର ଏକ ଘରେ ଲୁଚି ରହିଥିଲା କଲରାପତରିଆ ବାଘ। ଏହାପରେ ବନବିଭାଗ ଯନ୍ତା ବସାଇ ତାକୁ କାବୁ କରିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login