The Ultimate Managed Hosting Platform
ADVERTISEMENT

ଗହଣା ଦୋକାନରୁ ଲୁଟ

Facebook
Twitter
LinkedIn

ଜଳେଶ୍ୱର : ବିଳମ୍ବିତ ରାତିରେ ସଟର ତାଡି ଗହଣା ଦୋକାନରୁ ଲୁଟ । କମର୍ଦ୍ଦା ଥାନା ବେଲଦା ହାଟପଦା ନିକଟ ଗହଣା ଦୋକାନରୁ ଲୁଟ । କେତେ ଟଙ୍କାର ସୁନା ଗହଣା ଲୁଟ ହୋଇଛି , ପୋଲିସର ତଦନ୍ତ ।
ଅନ୍ୟପଟେ ସାଲେପୁରରେ ବୋମାମାଡ଼ ପରେ ଲୁଟ୍ ଘଟଣାରେ ତନାଘନା । ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ବଜାରରେ ସୁନାଗହଣା ଲୁଟ୍ ଘଟଣାରେ ପୋଲିସର ତନାଘନା । ଏସଡିପିଓ ଓ ନିଶ୍ଚିନ୍ତକୋଇଲି ଆଇଆଇସିଙ୍କ ମିଳିତ ସହଯୋଗରେ ଆଖପାଖ ସିସିଟିଭି ଯାଞ୍ଚ କରିବା ସହିତ ଅନ୍ୟ ଅଞ୍ଚଳକୁ ଯାଇ ମଧ୍ୟ ପୋଲିସ ଖୋଜା ଖୋଜି କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login