The Ultimate Managed Hosting Platform
ADVERTISEMENT

ଗଣ୍ଡିମୁଣ୍ଡା ଅଲଗା କରି ବୀଭତ୍ସ ହତ୍ୟା

Facebook
Twitter
LinkedIn

ବଲାଙ୍ଗୀର : ଯୁବକଙ୍କୁ ଗଣ୍ଡିମୁଣ୍ଡ ଅଲଗା କରି ବୀଭତ୍ସ ହତ୍ୟା । ବନ୍ଦ ଘର ଭିତରୁ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ଉଦ୍ଧାର । ଟାଉନ ଥାନା ସାଲେପାଲିର ଏକ ଘର ଭିତରୁ ଉଦ୍ଧାର । ଗୋଡ , ମୁ୍ଣ୍ଡ, ହାତ ସବୁ କାଟି ପଲିଥିନରେ ଭର୍ତ୍ତି କରାଯାଇଛି । ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ କହିଲେ ଏସଡିପିଓ ତୋଫାନ ବାଗ୍ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତ କବାଟ ଭାଙ୍ଗି ବାହାର କଲା ପୋଲିସ । କିଛି ଦିନ ତଳେ ବାପା ମଆଙ୍କୁ ମାଡ ମାରି ଆହତ କରିଥିଲା ମୃତକ । ଆହତ ବାପା , ମାଆ ବୁର୍ଲାରେ ଚିକିତ୍ସାଧୀନ । ଏପଟେ ପୁଅ ମୃତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

ଭୁବନେଶ୍ୱର : ବଡ ଘୋଷଣା କଲେ ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷ ତ୍ରିପାଠୀ । ଆସନ୍ତା ଦଶହରାରେ ପୁଣି ମଞ୍ଚକୁ ଓହ୍ଲାଇବି କହିଲେ । ସିଂହବାହିନୀ ପାଇଁ...

ଲିଭ-ଇନରେ ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ରାୟ ଶୁଣାଇଲେ ସୁପ୍ରିମ କୋର୍ଟ

ମୁମ୍ବାଇ ଟ୍ରେନ ବ୍ଲାଷ୍ଟ : ସୁପ୍ରିମକୋର୍ଟଙ୍କ ରହିତାଦେଶ

ମୁମ୍ବାଇ : ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ବମ୍ବେ ହାଇକୋର୍ଟଙ୍କ ରାୟ ପରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରହିତାଦେଶ । ବମ୍ବେ...