The Ultimate Managed Hosting Platform
ADVERTISEMENT

ଗଞ୍ଜେଇ ଚାଲାଣରେ ୩ ଆଇଆରବି ଯବାନ ଗିରଫ

Facebook
Twitter
LinkedIn

ବୈାଦ୍ଧ : ଗଞ୍ଜେଇ ଚାଲାଣରେ ଯବାନ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଆଇଆରବି ଯବାନ ଗିରଫ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଏପରି ଘଟଣା ଦେଖିବାକୁ ମିଳିଛି । ମନମୁଣ୍ଡା ଥାନା ପୋଲିସ ବାରାକରୁ ୧୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏସପିଙ୍କ ତଦନ୍ତ ସମୟରେ ଯବାନଙ୍କ ନିକଟରୁ ଜବତ ହୋଇଥିଲା ଗଞ୍ଜେଇ। ଘଟଣାରେ ୩ ଆଇଆରବି ଯବାନଙ୍କୁ ଗିରଫ କରାଯାଥିବା ସୂଚନା ଦେଲେ ବୌଦ୍ଧ ଏସପି ରାହୁଲ ଗୋଏଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login