The Ultimate Managed Hosting Platform
ADVERTISEMENT

ଖେଳୁଥିବା ବେଳେ କୂଅ ଭିତରକୁ ଖସି ପଡିଲା ୩ ବର୍ଷର ଶିଶୁ

Facebook
Twitter
LinkedIn

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମରେ ଅଘଟଣ। ଖେଳୁଥିବା ବେଳେ କୂଅ ଭିତରକୁ ଖସି ପଡିଲା ୩ ବର୍ଷର ଶିଶୁ। ଅଗ୍ନିଶ୍ରମ କର୍ମଚାରୀ ମାନେ ଖବର ପାଇ ତୁରନ୍ତ କୂଅ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଶିଶୁପୁତ୍ରକୁ ।
ସୂଚନା ଅନୁଯାୟୀ ପିଲାଟି ଖେଳୁଥିବା ସମୟରେ ୩୦ଫୁଟ ନଣ୍ଡା କୂଅ ଭିତରକୁ ଖସିପଡିଥିଲା । କୂଅରେ ପ୍ରାୟ ୪ ଫୁଟ ପାଣି ଥିଲା। ଏହି ସମୟରେ ଶିଶୁଟିକୁ ଉଦ୍ଧାର କରିବାକୁ ଆଉ ଜଣେ ୧୪ ବର୍ଷର ବାଳକ କୂଅକୁ ଡେଇଁପଡି ଥିଲେ କ୍ଷ ଏହା ପରେ ଶିଶୁଟିକୁ ପାଣି ଭିତରୁ ଉପରକୁ ଟେକି ଧରିଥିଲେ କ୍ଷ ଢେଙ୍କାନାଳ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଂଚି ଶିଶୁ କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login