The Ultimate Managed Hosting Platform
ADVERTISEMENT

ଖୁବଶୀଘ୍ର ବଣ୍ଟାଯିବ ଆବାସ : ପ୍ରଶାନ୍ତ ମୁଦୁଲି

Facebook
Twitter
LinkedIn

ଭୁବନେଶ୍ୱର : ଆବାସ ଯୋଜନା ନେଇ ବିଜେଡିର ପ୍ରତିକ୍ରିୟା । ଆବାସ ଯୋଜନାରେ ରାଜ୍ୟର ୪ ଲକ୍ଷ ଘର କଟାଯାଇଛି । ଯେଉଁ ଘର ଦେଇଛନ୍ତି ୭ ରୁ ୮ ବର୍ଷ ସମୟ ନେଇଛନ୍ତି । ଆକ୍ରୋଶମୂଳକ ଭାବେ ଓଡିଶାକୁ ଘର ଦେବାରେ ବିଳମ୍ବ । ଘର ଦେବା ପାଇଁ ନୀତି ନିୟମ ରହିଛି । ଖୁବଶୀଘ୍ର ଆବାସ ଯୋଜନାରେ ଘର ବଣ୍ଟାଯିବ । ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login