The Ultimate Managed Hosting Platform
ADVERTISEMENT

ଖୁବଶୀଘ୍ର ପୀତବାସ ହତ୍ୟାକାଣ୍ଡ ଖୁଲାସା ; ଆଇଜି

Facebook
Twitter
LinkedIn

ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୁବଶୀଘ୍ର ହେବ ପର୍ଦ୍ଦାଫାସ । ଦକ୍ଷିଣାଞ୍ଚଳ ଆଇଜି ନୀତି ଶେକରଙ୍କ ବଡ ସୂଚନା । ପୋଲିସ ତଦନ୍ତ ଶେଷ ପର୍ଯ୍ୟାୟରେ ପହଁଚିଛି । ଦିନେ କିମ୍ବା ଦୁଇ ଦିନ ଭିତରେ ସାମ୍ବାଦିକ ସମ୍ମିଳନୀ ହେବ । ବ୍ରହ୍ମପୁର ଏସପି ଏ ନେଇ ସାମ୍ବାଦିକ ସମ୍ମିଳନୀ ଡାକିବେ । ଏବେ ପୋଲିସ ୧୦ ଜଣଙ୍କୁ ଅଟକ ରଖି ଜେରା ଚଳାଇଥିବା ଜଣାପଡ଼ିଛି । କ୍ଲୋଜ ରେଞ୍ଜରୁ ହତ୍ୟାକୁ ୧୫ଦିନ ବିତିଲାଣି । ଏବେ ବି ଧରାପଡ଼ିନାହାନ୍ତି ବ୍ରହ୍ମପୁରର ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକାରୀ । ବହୁ ଦିଗରୁ ତଦନ୍ତ ଚାଲିଥିଲେ ମଧ୍ୟ ଅନ୍ଧାରରେ ରହିଛି ପୋଲିସ ତଦନ୍ତ । ଗତ ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login