The Ultimate Managed Hosting Platform
ADVERTISEMENT

ଖୁବଶୀଘ୍ର ନୂଆ ଏନଏସି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ !

Facebook
Twitter
LinkedIn

ଭୁବନେଶ୍ୱର : ବର୍ଷ ପୂର୍ତ୍ତି ଅବସରରେ ନୂଆ ଏନଏସି ଘୋଷଣା କରିପାରନ୍ତି ସରକାର । ପ୍ରଥମ ପ ର୍ଯ୍ୟାୟରେ ୭ଟି ନୂଆ ଏନଏସି ଘୋଷଣା ନେଇ ଚର୍ଚ୍ଚା । ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପଞ୍ଚାୟତି ରାଜ ବିଭାଗକୁ ତର୍ଜମା ପାଇଁ ପଠାଯାଇଛି କହିଲେ । ଖୁବଶୀଘ୍ର ନୂଆ ଏନଏସି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login