The Ultimate Managed Hosting Platform
ADVERTISEMENT

ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରୀ . ନେଇଗଲେ ରୁପା ମୁକୁଟ ଓ ସୁନାର ମୁଖା

Facebook
Twitter
LinkedIn

କଟକ : ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୁତ୍ତ । ହନୁମାନ ମନ୍ଦିରରୁ ନେଇଗଲେ ରୁପା ମୁକୁଟ ଓ ସୁନାର ମୁଖା । କଟକ ଖାନନଗର ଖପୁରିଆ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି ହୋଇଛି । ଏହାସହ ୫ଟି ରୂପା ମୁକୁଟ, ରୂପାର ଗଦା, ରୂପା ଗରା ଓ କଠଉ ଚୋରି ହୋଇଛି । ଗତକାଲି ବିଳମ୍ବିତ ରାତିରେ ଲୁଟ୍ କରିଛନ୍ତି ଲୁଟେରା । ଅଭିଯୋଗ ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ମଧୁପାଟଣା ଥାନା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login