ଆସିକା : ଖାଦ୍ୟ ବିଷକ୍ରିୟାରୁ ପରିବାରର ୩ ଜଣଙ୍କ ମୃତ୍ୟୁ । ଶେରଗଡ ଥାନା ଶ୍ରୀରାମନଗର ଅଞ୍ଚଳର ୩ ଜଣଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ମା’ ସହ ୨ ପୁଅଙ୍କ ମୃତ୍ୟୁ, ଶାଶୁ ଗୁରୁତର । ମହିଳାଙ୍କ ସ୍ୱାମୀ ସୁସ୍ଥ ଥିବା ସୂଚନା, ମେଡିକାଲରେ ପୋଲିସ । ରାତିରେ ଖାଇ ସାରି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମୃତକ ସାବିତ୍ରୀ ବେହେରା ଓ ତାଙ୍କ ଦୁଇ ଶିଶୁ। ସାବିତ୍ରୀ ମହାତ୍ମାଗାନ୍ଧୀ ହାଇସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ତାଙ୍କ ସ୍ବାମୀ ଓ ଶାଶୁଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଶେରଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Views: 74