ଅନୁଗୁଳ : ଖାଦ୍ୟରେ ବିଷକ୍ରିୟା କାରଣରୁ ମାଆ ସହ ୨ ପୁଅ ମୃତ । ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ଥାନା ଇଟାପ ଗାଁରେ ଅଘଟଣ ।ପାଳଙ୍ଗ ଶାଗ, ଚିକେନ ଖାଇ ଅସୁସ୍ଥ ହେବାରୁ ଯାଇଥିଲେ ମେଡିକାଲ । ଅନୁଗୁଳ ମେଡିକାଲରେ ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଗତକାଲି ରାତିରେ ଭାତ, ଚିକେନ ଓ ପାଳଙ୍ଗ ଶାଗ ଖାଇଥିଲେ ।
Views: 74











