The Ultimate Managed Hosting Platform
ADVERTISEMENT

ଖସୁନି ପିଆଜ ଦର , ଡିସେମ୍ବର ୧୫ ଯାଏଁ ଆଶ୍ୱସ୍ତି ନାହିଁ

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ହୁ’ହୁ’ ହୋଇ ବଢ଼ି ଚାଲିଛି। ଗତ କିଛି ଦିନ ଭିତରେ ଏହା ତିନିଗୁଣା ହୋଇଯାଇଛି। ୭୦ ଟଙ୍କାରୁ ଅଧିକ ମୂଲ୍ୟରେ ଅନେକ ସ୍ଥାନରେ ବିକ୍ରି ହେଉଛି। କିଛି କିଛି ସ୍ଥାନରେ ଏହା ଶତକ ପାର୍ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ପିଆଜ ମୂଲ୍ୟରେ ଏଭଳି ବୃଦ୍ଧି ସାଧାରଣ ଖାଉଟିକୁ ଚିନ୍ତାରେ ପକାଇଛି। ଅନ୍ୟାନ୍ୟ ପରିବା ଦର ସହ ପିଆଜ ବଢ଼ିଯିବା ଦ୍ୱାରା ଗ୍ରାହକମାନେ ଅସୁବିଧାରେ ପଡ଼ିଛନ୍ତି। ନାସିକ୍ରେ ପିଆଜ ମୂଲ୍ୟ ବଢ଼ିଥିବାରୁ ଓଡ଼ିଶାରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ଦେଖାଦେଇଛି। ଗତ ଅଗଷ୍ଟରୁ ଏଭଳି ଦରବୃଦ୍ଧି ଯନ୍ତ୍ରଣା ସାଧାରଣ ଖାଉଟିଙ୍କୁ କଲବଲ କରୁଥିବା ବେଳେ ମଝି ଡିସେମ୍ବର ପର୍ୟ୍ୟନ୍ତ ଏହି ଯନ୍ତ୍ରଣା ବଲବତ୍ତର ରହିବ ବୋଲି ବ୍ୟବସାୟୀମହଲ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

ADVERTISEMENT

Login