The Ultimate Managed Hosting Platform
ADVERTISEMENT

ଖସିଲା ବିଜେପି ଟାର୍ଗେଟ ! ୮୦+ ଟାର୍ଗେଟ ନେଇ ୨୦୨୪ ପାଇଁ ରଣନୀତି କରିବ ବିଜେପି

Facebook
Twitter
LinkedIn

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ଖସିଲା ବିଜେପିର ଟାର୍ଗେଟ । ୮୦ଟି ଆସନ ଜିତିବା ପାଇଁ ବିଜେପିର ଟାର୍ଗେଟ । ୨୦୧୯ରେ ୧୨୦+ର ଆହ୍ୱାନ ଦେଇଥିଲା ବିଜେପି । ବିଜେପି ବିଧାୟକ ବୁଧାନ ମୁର୍ମୁଙ୍କ ବଡ ବୟାନ । ସରକାର ଗଢିବାକୁ ଯେତିକି ସିଟ୍ ଦରକାର ତାଠୁ ୧୦ରୁ ୧୫ଟି ଆସନ ଅଧିକ ପାଇବୁ । ୮୦ + ଟାର୍ଗେଟ ନେଇ ୨୦୨୪ ପାଇଁ ରଣନୀତି କରିବ ଦଳ । ଆଗାମୀ ନିର୍ବାଚନରେ ୧୮ଟି ଲୋକସଭା ଆସନ ଜିତିବୁ ବୋଲି କହିଛନ୍ତି ବୁଧାନ ମୁର୍ମୁ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ମିଳିତ ଭାବେ ସିଦ୍ଧାନ୍ତ କରିଛନ୍ତି । ୨୦୨୪ ନିର୍ବାଚନରେ ୮୦ଟି ଆସନ ଜିତିବା ପାଇଁ ବିଜେପିର ଟାର୍ଗେଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login