The Ultimate Managed Hosting Platform
ADVERTISEMENT

ଖସିଲା ପାରଦ ବଢିଲା ଶୀତ, ଘୁ.ଉଦୟଗିରିରେ ତୁଷାରପାତ

Facebook
Twitter
LinkedIn

ଭୁବନେଶ୍ୱର : ଚଳିତ ଶୀତଋତୁରେ ଘୁ.ଉଦୟଗିରିରେ ପ୍ରଥମ ତୁଷାରପାତ ଗୁରୁବାର ଭୋରରୁ ଦେଖିବାକୁ ମିଳିଛି। ଘୁ.,ଉଦୟଗିରିର ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ଏଭଳି ସ୍ଥିତି ନଜର ଆସିଛି। ପାରଦ ଲଗାତାର ଖସିବାରେ ଲାଗିଛି। ଗୁରୁବାର ସର୍ବନିମ୍ନ ତାପମାତ୍ରା ୭.୨ଡିଗ୍ରି ସହରରେ ରେକର୍ଡ କରାଯାଇଥିବା ବେଳେ ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ଏହା ୭ଡିଗ୍ରିରୁ ତଳକୁ ଖସିଛି। ପ୍ରବକ ଥଣ୍ଡାରେ ସାରା ଅଞ୍ଚଳ କମ୍ପୁଛି । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ହାତ ଗୋଡ଼ କାଲୁଆ ମାରିଦେଉଛି। ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଲଗେଇ ଲୋକେ ବସୁଥିବା ଦେଖିବାକୁ ମିଳୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login