ଭୁବନେଶ୍ୱର :ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସତର୍କ ରହିବାକୁ ଚିଠି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି । ସବୁ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରକୁ ଶିକ୍ଷା ବିଭାଗର ସତର୍କତା । ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ପାଣି ମହଜୁଦ ସହ ପିଲାଙ୍କୁ ସଚେତନ ପାଇଁ ନିଦେ୍ର୍ଦଶ । ସେହିଭଳି ବିଦ୍ୟାଳୟ ପରିସରରେ ଥିବା ଟ୍ୟୁବୱେଲ ଗୁଡିକ ମରାମତି କରାଯାଇ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ, କଲେଜଗୁଡ଼ିକରେ ପର୍ୟ୍ୟାପ୍ତ ଓଆରଏସ ରଖାଯିବା ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆବଶ୍ୟକସ୍ଥଳେ ଦେବାକୁ କୁହାଯାଇଛି । କୌଣସି ବାହ୍ୟ କାର୍ୟ୍ୟକ୍ରମ ଆୟୋଜନ ନ କରିବାକୁ ଚିଠିରେ ଉଲ୍ଲେଖ ଥିବା ବେଳେ ଛାତ୍ରଛାତ୍ରୀ ମାନେ ଅଧିକ ଖରା ସଂସ୍ପର୍ଶରେ ନ ଆସିବେ ତାହା ଉପରେ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି ।ଛାତ୍ରଛାତ୍ରୀ ମାନେ ଶିକ୍ଷାନୁଷ୍ଠାନକୁ ଆସିବା ବେଳେ ସାଥୀରେ ପାଣି ବୋତଲ ଯେମିତି ଆଣିବେ ସେଥିପ୍ରତି ଅଭିଭାବକ ଦୃଷ୍ଟି ଦେବେ । ଏଥିପାଇଁ ବିଭିନ୍ନ ସ୍ତରରେ ଅଭିଭାବକମାନଙ୍କୁ ସଚେତନ କରାଯିବ ।
ଖରା ପାଇଁ ସତର୍କ ରହିବାକୁ ନିଦେ୍ର୍ଦଶ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







