ଦିଗପହଣ୍ଡି : ଖଣ୍ଡା ବୁଲାଇ ସୋସିଆଲ ମିଡିଆରେ ଭାଇରାଲ ପରେ ଗିରଫ ହେଲେ । ଡୁମ୍ବଳା ଗାଁରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଖଣ୍ଡା ବୁଲାଇ ୩ ବ୍ୟକ୍ତିଙ୍କ ମୁଣ୍ଡ ନେବ କହିଥିଲା ସମ୍ପୃକ୍ତ ବ୍ୟକ୍ତି । ଇନଷ୍ଟାଗ୍ରାମରେ ଭିଡିଓ ଅପଲୋଡ କରି ନିଜେ ଭାଇରାଲ କରିଥିଲା । ଏହି ଭିଡିଓକୁ ସୁଶାନ୍ତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ପୋଲିସ ନଜରକୁ ଆସିଥିଲା । ଗାଁରେ ପହଞ୍ଚି ସୁଶାନ୍ତଙ୍କୁ ଗିରଫ କରିଛି ପୋଲିସ ।
Views: 63











