The Ultimate Managed Hosting Platform
ADVERTISEMENT

ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା ବିଜେପି

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା ବିଜେପି । ପ୍ରେସମିଟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଦାବି । ୧୪ ବର୍ଷରେ ୮ ଲକ୍ଷ ୯୭ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି । ୧୯୨ଟି ଖଣି ଲିଜରୁ ୧୭୬ଟି ଜଙ୍ଗଲ ଅଞ୍ଚଳରେ ରହିଛି । ୯୮ ଖଣିର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ମଂଜୁରୀ ନାହିଁ । ବେଆଇମ ଭାବେ ଚାଲିଥିବା ଖଣିରୁ ଆଦାୟ ଜରିମାନା ବହୁତ କମ । ଏ ସବୁ କାରବାର ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ହୋଇଛି । ଏ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଲେଖିଛୁ , ଏହାର ସିବିଆଇ ତଦନ୍ତ ହେଉ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login