The Ultimate Managed Hosting Platform
ADVERTISEMENT

ଖଡଗେଙ୍କ ଚାମ୍ବରରେ ବିରୋଧୀ ମେଳି

Facebook
Twitter
LinkedIn

ନୂଆଦିଲ୍ଲୀ :ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗରେ ବିରୋଧୀ ଏକାଠି । ବିରୋଧୀ ଦଳ ନେତା ଖଡଗେଙ୍କ ଚାମ୍ବରରେ ଏକାଠି ହେଲେ । ବୈଠକରେ ଏକାଠି ହେଲେ ୧୭ଟି ବିରୋଧୀ ଦଳର ସଦସ୍ୟ । ସମାଜବାଦୀ ପାର୍ଟି, ଟିଏମସି , ଆପ ସଦସ୍ୟ ମଧ୍ୟ ଯୋଗ ଦେଲେ । କଳା ପୋଷାକ ପିନ୍ଧି ବୈଠକକୁ ଆସିଲେ କଂଗ୍ରେସ ସଦସ୍ୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login