The Ultimate Managed Hosting Platform
ADVERTISEMENT

କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ଯୁବକଙ୍କ ମୃତଦେହ ଉଦ୍ଧାର !

Facebook
Twitter
LinkedIn

କଟକ : ଯୋବ୍ରା ବ୍ୟାରେଜରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତଦେହଟି କାଲି ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ହୋଇଥିବା ସନେ୍ଦହ । ମୃତଦେହ ଚିହ୍ନଟ ପାଇଁ ଘଟଣାସ୍ଥଳରେ ପହଁଚିଲେ ପରିବାର ଲୋକେ । କାଲି କ୍ୟାଣ୍ଟନମେଣ୍ଟ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା । ପୋଲିସକୁ ଧକ୍କା ଦେଇ ଥାନାରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ ।
ସୂଚନା ଥାଉକି, ଗତ ୨୦ ତାରିଖ ସନ୍ଧ୍ୟାରେ କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ବିଡାନାସୀ ଅଞ୍ଚଳର ଶଙ୍କର୍ଷଣ ବେହେରା ଫେରାର ହୋଇଯାଇଥିଲା। ଏକ ଚୋରୀ ମାମଲାରେ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିବା ବେଳେ ପୋଲିସ କର୍ମଚାରୀଙ୍କୁ ଧକ୍କା ମାରି ମହାନଦୀକୁ ଡେଇଁ ଫେରାର ହୋଇ ଯାଇଥିଲା। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login