The Ultimate Managed Hosting Platform
ADVERTISEMENT

କ୍ରିକେଟ ଖେଳରୁ ମହାଭାରତ , ଭୁଲ ନିଷ୍ପତ୍ତି ପାଇଁ ଅମ୍ପାୟାରଙ୍କୁ ହତ୍ୟା !

Facebook
Twitter
LinkedIn

କଟକ : ଭୁଲ ନିଷ୍ପତ୍ତି ଅଭିଯୋଗରେ ଅମ୍ପାୟାରଙ୍କୁ ହତ୍ୟା । ଛୁରାମାଡ ସହ ପଛପଟୁ ବ୍ୟାଟରେ ପିଟିପିଟି ହତ୍ୟା । ମହିଷାନଣ୍ଡା ପଞ୍ଚାୟତରେ କ୍ରିକେଟ ଖେଳରୁ ମହାଭାରତ । ଭୁଲ ନିଷ୍ପତ୍ତି ଅଭିଯୋଗରେ ଉତ୍କ୍ଷିପ୍ତ ଦୁଇ ଯୁବକଙ୍କ ଆକ୍ରମଣ । କଟକ ବଡ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଆକ୍ରମଣ କରିଥିବା ଯୁବକଙ୍କୁ ଧରି ଅଟକ ରଖିଲେ ଗ୍ରାମବାସୀ । ଅଭିଯୁକ୍ତଙ୍କୁ ନେବାକୁ ପହଁଚିଲା ପୋଲିସ । ଗାଁରେ ଏକ ପ୍ଲାଟୁନ ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login