ଭୁବନେଶ୍ୱର : ଅଦିନିଆ ବର୍ଷା ଓ କୋହଲା ପାଗରେ ବେହାଲ ଓଡିଶା । ଉତ୍ତର-ପଶ୍ଚିମା ପବନରେ ଅସ୍ତବ୍ୟସ୍ତ ସାରା ଓଡିଶା । କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷାରେ ସମସ୍ତେ ଅସ୍ତବ୍ୟସ୍ତ । ଗତ ୪ରୁ ୫ ଦିନ ହେବ ରାଜ୍ୟରେ ଏଭଳି ସ୍ଥ୍ିତି ଲାଗି ରହିବ ରହିଛି । କୋହଲା ପାଗ ସାଙ୍ଗକୁ କାଲୁଆ ପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ପଶ୍ଚିମ ଓଡିଶାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଉପକୂଳ ଓଡିଶାରେ କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ହୋଇଛି ।
Views: 71