ଭୁବନେଶ୍ୱର : କୋଭିଡ ସଂକ୍ରମଣକୁ ନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକଙ୍କ ସୂଚନା । ସାରା ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ମହାରାଷ୍ଟ୍ର , ତାମିଲନାଡୁ , କେଳ , ତେଲେଙ୍ଗାନାରେ ଅଧିକ ଆକ୍ରାନ୍ତ ଚିହ୍ନଟ । ସତର୍କତା ପାଇଁ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଗୋଟିଏ ସ୍ଥାନରୁ ଏକାଧିକ କେସ୍ ବାହାରିଲେ ପଦକ୍ଷେପ ନିଆଯିବ । ଏକାଧିକ କେସ୍ ବାହାରିଲେ କଣ୍ଟେନମେଣ୍ଟ ପଦକ୍ଷେପ ନିଆଯିବ ।
Views: 125