The Ultimate Managed Hosting Platform
ADVERTISEMENT

କୋଟିପତି ବୈାଦ୍ଧ MVI ଗିରଫ

Facebook
Twitter
LinkedIn

ବୈାଦ୍ଧ : କୋଟିପତି ବୈାଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଗିରଫ କଲା ଭିଜିଲାନ୍ସ । ବୈାଦ୍ଧ ଏମଭିଆଇଙ୍କର ଅଛି ୪୪ ପ୍ଲଟ, ୧ କିଲୋ ସୁନା , ୨ କିଲୋ ରୁପା । ଏଥିସହ ବେନାମୀ ଟଙ୍କା କାରବାର ସମ୍ପର୍କରେ ତଥ୍ୟ ଥିବା ଏକ ଡାଏରୀ ଜବତ ହୋଇଛି । ବାବୁଙ୍କ ଗୋଟିଏ କାର୍ ଓ ୩ଟି ବାଇକ ରହିଛି । ଝିଅର ମେଡିକାଲ ପାଠପଢ଼ାରେ ଗୋଲାପ ବାବୁ ଖର୍ଚ୍ଚ କରିଛନ୍ତି ୪୦ ଲକ୍ଷ ଟଙ୍କା । ୧୯୯୧ ମସିହାରେ ଗୋଲାପ ହାଁସଦା ଆଇପିଓ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ୨୦୦୩ରେ ତାଙ୍କୁ ଜୁନିଅର ଏମଭିଆଇ ପଦକୁ ପଦୋନ୍ନତି କରାଯାଇଥିଲା। ୨୦୨୦ରେ ଏମଭିଆଇ ଭାବେ ସେ ପ୍ରମୋସନ ହୋଇଥିଲେ। ବର୍ତମାନ ଗୋଲାପଙ୍କ ମାସିକ ଦରମା ହେଉଛି ଏକ ଲକ୍ଷ ୮ ହଜାର ଟଙ୍କା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

ADVERTISEMENT
ନାଁ ନ ନେଇ ମମତାଙ୍କୁ ଟାର୍ଗେଟ, ଯିଏ କରିବ ସେ ଫଳ ଭୋଗିବ : ପ୍ରଭାତୀ

ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ : ପ୍ରଭାତୀ

ବଳଙ୍ଗା : ବଳଙ୍ଗା ପୀଡିତାଙ୍କ ମୃତ୍ୟୁରେ ଇସ୍ତଫା ଦାବିକୁ ନେଇ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା । ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡିତାଙ୍କ ଜୀବନ ଫେରିପାରିବ ତାହେଲେ...

Login