The Ultimate Managed Hosting Platform
ADVERTISEMENT

କୋଇଲା ଟ୍ରେନରେ ନିଆଁ

Facebook
Twitter
LinkedIn

ସୋର : କୋଇଲା ବୋଝେଇ ଟ୍ରେନରେ ନିଆଁ । ସୋର ଷ୍ଟେସନ ନିକଟରେ ୩ଟି ବଗିରୁ ବାହାରୁଛି ଧୂଆଁ । ଖବର ପାଇ ଘଟଣାସ୍ଥଳରେ ପହଁଚିଲା ସୋର ଦମକଳ ବାହିନୀ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସୋର ଅଗ୍ନିଶମବାହିନୀ କେନ୍ଦ୍ରର ଅଧିକାରୀ । ଧାମରାରୁ କୋଲକତା ଯାଉଥିଲା କୋଇଲା ବୋଝେଇ ଟ୍ରେନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login