The Ultimate Managed Hosting Platform
ADVERTISEMENT

କେବିସି ସେଟ୍‌ରେ ଅମିତାଭଙ୍କ ସହ ବଡ଼ ଦୁର୍ଘଟଣା: କଟିଲା ବାମ ଗୋଡ଼ର…

Facebook
Twitter
LinkedIn

ଅମିତାଭ ବଚ୍ଚନଙ୍କ ସହ ‘କୗନ ବନେଗା କରୋଡ଼ପତି’ ସେଟରେ ଏକ ଦୁର୍ଘଟଣା ଘଟିଛି। ରାତିରେ ସୁଟିଂ ସମୟରେ ତାଙ୍କର ବାମ ଗୋଡ଼ରେ ଆଘାତ ଯୋଗୁଁ ରକ୍ତ ବାହାରିବା ଆରମ୍ଭ କରିଥିଲା। କୁହାଯାଉଛି ତାଙ୍କର ବାମ ଗୋଡ଼ରୁ ଶିରା କଟିଯିବା କାରଣରୁ ରକ୍ତସ୍ରାବ ଆରମ୍ଭ ହୋଇଥିଲ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ତାଙ୍କର ଗୋଡ଼ରେ ସିଲେଇ କରିବାକୁ ପଡ଼ିଥିଲା। ବର୍ତ୍ତମାନ ଡାକ୍ତର ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି।

ଅମିତାଭ ବଚ୍ଚନ ନିଜ ବ୍ଲଗରେ ଏନେଇ ସୂଚନା ଦେଇଛନ୍ତି। ଏହା ସହ ଫ୍ୟାନ୍ସଙ୍କୁ ଭୟଭୀତ ନହେବାକୁ କହିଛନ୍ତି। ଅମିତାଭ କହିଛନ୍ତି ଯେ, ଡାକ୍ତର ତାଙ୍କୁ ଟ୍ରେଡମିଲରେ ମଧ୍ୟ ଚାଲିବାକୁ ମନା କରିଛନ୍ତି। ଏହା ସହ ଡାକ୍ତର ତାଙ୍କୁ ଠିଆହେବା ପାଇଁ ମଧ୍ୟ ମନା କରିଛନ୍ତି। ଆଘାତ ହୋଇଥିବା ସ୍ଥାନରେ ଅଧିକ ଚାପ ନପକାଇବାକୁ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

ADVERTISEMENT

Login