ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ ସାରଥି । କେନ୍ଦ୍ରାପଡା ବାରିମୂଳ ଯିବାକୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି । ୨ ମାସରେ କେବଳ ଥରେ କେନ୍ଦ୍ରାପଡା ବାରିମୂଳ ଯିବାକୁ ଅନୁମତି । ରାତିରେ କେନ୍ଦ୍ରାପଡାରେ ରହିବା ପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ନିଦେ୍ର୍ଦଶ ରହିଛି । ସକାଳ ସାଢେ ୫ରୁ ସନ୍ଧ୍ୟା ସାଢେ ୫ ମଧ୍ୟରେ ଦେଖା କରିପାରିବେ । ଏଥିପାଇଁ ପ୍ରଥମେ ଟ୍ରାଏଲ କୋର୍ଟଙ୍କୁ ଜଣାଇବାକୁ ନିଦେ୍ର୍ଦଶ । ୨ ଶହରୁ ଅଧିକ ଲାକେଙ୍କ ସମାଗମ ନ କରିବା କଟକଣା ବଳବତ୍ତର ରହିବ । ଏହି ସର୍ତ୍ତ କୋହଳ କରିବାକୁ ସିଧାସଳଖ ମନା କଲେ ହାଇକୋର୍ଟ । କେନ୍ଦ୍ରାପଡା ନ ଯିବାକୁ ଓ ୨ ଶହ ଉଦ୍ଧ୍ୱର୍ ସମାଗମ ନ କରିବାକୁ ଜାମିନ ସର୍ତ୍ତ ଥିଲା ।
Views: 21