The Ultimate Managed Hosting Platform
ADVERTISEMENT

କେନ୍ଦ୍ରମନ୍ତ୍ରୀଙ୍କ ଘରକୁ ବୋମାମାଡ

Facebook
Twitter
LinkedIn

ନୂଆଦିଲ୍ଲୀ : ଥମୁନି ମଣିପୁର ହିଂସା । କେନ୍ଦ୍ରମନ୍ତ୍ରୀଙ୍କ ଘରକୁ ଦୁର୍ବତ୍ତଙ୍କ ବୋମାମାଡ । କେନ୍ଦ୍ରମନ୍ତ୍ରୀ ରଞ୍ଜନ ସିଂଙ୍କ ଇମ୍ଫାଲ ସ୍ଥିତ ଘରକୁ ପେଟ୍ରୋଲ ବୋମାମାଡ । ବାଇକରେ ଆସି କିଛି ଦୁର୍ବୃତ୍ତ ବୋମାମାଡ କରିଥିବା ସୂଚନା । ବୋମାମାଡରେ ଘରର ତଳ ଏବଂ ପ୍ରଥମ ମହଲା କ୍ଷତିଗ୍ରସ୍ତ । ଘଟଣାକୁ ନେଇ ଦୁଃଖ ପ୍ରକାଶ ସହ ଶାନ୍ତି ବଜାୟ ପାଇଁ ମନ୍ତ୍ରୀଙ୍କ ଅପିଲ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login