The Ultimate Managed Hosting Platform
ADVERTISEMENT

କେନାଲକୁ କାର ଖସି ଜଣେ ମୃତ

Facebook
Twitter
LinkedIn

ପୁରୀ : କେନାଲକୁ ପଶିଗଲା କାର । ଗତକାଲି ରାତିରେ ଘଟିଛି ଦୁର୍ଘଟଣା । ପୁରୀ ଜଗନ୍ନାଥ ସଡକର ପାଶ୍ୱର୍ରେ ଥିବା ବେଣଗାଁ ପେଟ୍ରୋଲ ପମ୍ପ ନିକଟରେ କେନାଲକୁ ଦୁର୍ଘଟଣା ବଶତଃ କାର ଖସିପଡିଥିବା ନେଇ ସୂଚନା ମିଳିଛି । ତେବେ କାର ଚାଳକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ପରିଚୟ ମିଳିପାରି ନାହିଁ । ଉଦ୍ଧାରକାରୀ ଦଳ କେନାଲ ଭିତରୁ କାରକୁ ବାହାର କରିବା ପରେ ଶବ ଜବତ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login